STORYMIRROR

Sasmita Acharya

Others

2  

Sasmita Acharya

Others

ଏମିତି ପଦେ ଅନାବନା

ଏମିତି ପଦେ ଅନାବନା

1 min
12.7K


ପାପୁଲିଏ ସୁଖ ମାଗିଲି ତୁମକୁ

ତୁମେ ତ ବୁଝିଲ ନାହିଁ

ଦୂରେ ଗଲା ପରେ କେମିତି କହୁଛ

ଏକା ଛାଡି ଗଲୁ କାହିଁ ||

ମୋ ପାଖରେ ଯଦି ଥାଆନ୍ତା ବିକଳ୍ପ

ଫେରି ମୁଁ ଆସନ୍ତି ଏବେ

ଅଫେରା ପଥର ପଥିକ ମୁଁ ସାଥୀ

ଆଉ ଫେରିବିନି କେବେ ||

ବୁଝାଇ ଦିଅ ଗୋ ଅବୁଝା ମନକୁ

ଆଉ ଫେରି ଚାହଁ ନାହିଁ

ଫେରି ଚାହିଁ ଦୁଃଖ ନ ପାଅ ସାଥୀ ଗୋ

ଲାଭ ଆଉ କିଛି ନାହିଁ ||


Rate this content
Log in