STORYMIRROR

Santosh Pattnayak

Others

3  

Santosh Pattnayak

Others

ଏକାନ୍ତ ବାସ

ଏକାନ୍ତ ବାସ

1 min
11.6K


    

     ଏକାନ୍ତବାସ 

ଘରେ ବସି ହେଜ ସଂସ୍କୃତି ଚାଷ 

      ଏକାନ୍ତବାସ ,

 ପରିବେଶ ରକ୍ଷା ଅଙ୍କକୁ କଷ ।।


     ଏକାନ୍ତବାସ 

ଜୀବେଦୟା ହେଉ ଏବେ ଶପଥ

     ଏକାନ୍ତବାସ ,

ପାଶ୍ଚାତ୍ଯ ସଂସ୍କୃତି କରିବା ଲୋପ ।।


     ଏକାନ୍ତବାସ

 କୋରନା ପାଇଁକି ସତର୍କ ଓଷ,

      କହେ ସନ୍ତୋଷ ,

 ଘଡିସନ୍ଧି ବେଳେ କରନି ହାସ୍ୟ ।।


     ଏକାନ୍ତବାସ 

ବିନା ଶ୍ରମେ ହବ ଭୂତାଣୁ ନାଶ

     ଏକାନ୍ତବାସ ,

ମହା ମୃତ୍ୟୁଞ୍ଜୟ ମନ୍ତ୍ରକୁ ଘୋଷ  ।।



Rate this content
Log in