STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ଏକା କରିଦେଲ

ଏକା କରିଦେଲ

1 min
12.5K


ଚାଲିଯିବା ପାଇଁ ଈଛା ଯେବେ ଥିଲା

କାହିଁକି ପାଈଲ ଭଲ

ତୁମ ପାଈଁ ମୁଁ ଯେ ଦେବଦାସ ହେଲି

ଧରି ଏ ମଦ ବୋତଲ ।

ମଦ ମୋର ପ୍ରେମ ମଦ ମୋ ଜୀବନ

ମଦ ମୋ ହୃଦୟ ସାଥି

ତୁମ ପାଈଁ ମୁଁ ଯେ ନିଆଁରେ ଜଲୁଚି

ଭାବି ଭାବି ଦିନ ରାତି ।

ଜୀବନ ଠୁ ବେଶି ପାଈଥିଲି ଭଲ

କାହିଁକି ଦେଲ ଏ ଧୋକା

ଜୀବନ ରାସ୍ତାରେ ଛାଡି ଚାଲି ଗଲ

କରିଦେଈ ଏକାଏକା ।

ତୁମ ପାଈଁ କେତେ ସହିଲି ମୁଁ ଦୁଃଖ

ତୁମେ ତ ବୁଝିଲ ନାହିଁ

ଅଧା ବାଟେ ମୋତେ ମାରି ଦେଈ ଗଲ

କରି ଦେଈ ବାଈ ବାଈ.. ।

ଈାବି ଥିଲି ମୁଁ ଯେ ରହିବି ନାହିଁ ମୁଁ

ତୁମ ଠାରୁ କେବେ ଏକା

କି ଭୁଲ କଲି ମୁଁ କୁହ ହେ ପ୍ରେମିକା

କାହିଁକି ଦେଲ ଏ ଧୋକା ।


Rate this content
Log in