STORYMIRROR

Sukanti Hotta

Others

3  

Sukanti Hotta

Others

ଏଇତ ଜୀବନ

ଏଇତ ଜୀବନ

1 min
122

ଅଙ୍କା ବଙ୍କା ରାସ୍ତା

ପାହାଡ଼ ପର୍ବତ

ନିର୍ଝର ସ୍ରୋତ

ଦୂରଦିଗନ୍ତ

ଦିଗବଳୟରେ

ସୂର୍ଯ୍ୟଦୋୟ ସୂର୍ଯ୍ୟାସ୍ତ

ଆଲୋକ ଅନ୍ଧାରର ପଥ

କେବେ କଣ୍ଟକିତ

କେବେ ପୁଷ୍ପିତ ।


ଜୀବନ ସତ୍ୟ


ସୃଷ୍ଟିର ଅନୁପମ ସୌନ୍ଦର୍ଯ୍ୟ

ସରଳ ଜଟିଳର ମିଶ୍ରଣ

ସୁଖଦୁଃଖର ସୋପାନ

ଡରଭୟର ଶିହରଣ

ପ୍ରଶ୍ନର ଆଲୋଡନ

ଉତ୍ତରର ସନ୍ଧାନ

କର୍ମ କର୍ତ୍ତବ୍ୟ ଜୀବନ

ମରୀଚିକା ଭ୍ରମ

ଦଇବର ବିଧାନ

ଭାଗ୍ୟର ଲିଖନ

ଆଦିଅନ୍ତ ଶୂନ୍ୟ ।


ଏଇତ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍