STORYMIRROR

pranati Mahapatra

Others

3  

pranati Mahapatra

Others

ଏଇ ମୋ ଜୀବନ

ଏଇ ମୋ ଜୀବନ

1 min
111


ଭରିଦିଅ ହୃଦେ ସ୍ନେହ ପ୍ରେମ ସୁଧା


 ଝଲସି ଉଠୁ ଜୀବନ,


ଦୟା କ୍ଷମା ଗୁଣେ ସବୁରି ଅନ୍ତରେ


 ପାଉଥାଏ ମୁହିଁ ସ୍ଥାନ।


କରି ମୋ କରମ ରଖିଯିବି ନାମ ମୁଁ


 ମୋ ପିତା ମାତାର,


ଦୁନିଆଁ କହିବ ସୁଯୋଗ୍ୟ ଦାୟାଦ


 ଆମ ଏହି ଉତ୍କଳର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍