STORYMIRROR

pranati Mahapatra

Others

3  

pranati Mahapatra

Others

ଏହି ମୋର ଅଳି

ଏହି ମୋର ଅଳି

1 min
265


ସଂସାର ଯାକର ଚିନ୍ତା 

      ସବୁ ତା ମୁଣ୍ଡରେ

ସମସ୍ତଙ୍କ ମନଜାଣି,ଖାଇବାକୁ,

   ପିନ୍ଧିବାକୁ

     ସବୁକିଛି କରିସାରି,

     କେବେ ଥକି ପଡି ନ ଥାଏ।


ରାତି ରାତି ଚାହିଁ ରହିଥାଏ

      ମୋ ମୁହଁକୁ

କେତେବେଳେ

    ଝାଡାପରିସ୍ରା କରିଦେଲେ

      ଆଗ୍ରହରେ ସଫା କରେ।


ପିଠି ଥାପୁଡାଇ ସିନା ମୋତେ 

     ଗୀତ ଗାଇ ଶୋଇଦିଏ

ହେଲେ ତା ଆଖିକୁ 

    କେବେ ନିଦ ଆସେନା।

       ସେ ମୋ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍