STORYMIRROR

Sujata Routray

Others

2  

Sujata Routray

Others

ଦୁଇଟି ଚାବି

ଦୁଇଟି ଚାବି

1 min
185

ସୁନ୍ଦର ସଂସାର ବାପା,ମାଆ ଆଉ ପୁଅ,

ବଡ ହେଲା ପୁଅ ଦୁର ହେଲେ ପିତାମାତା,

ବିଦେଶେ ଚାକିରି,ବିଦେଶିନୀ ପତ୍ନୀ ,

ବ୍ୟସ୍ତ ବିଭୋର ଜୀବନ ,

ଦୁଇଟି ଚାବି ପିତା ଓ ମାତା ,

ଗଲେ ଝୁରି ଝୁରି ଆରପାରି,

ଫେରିଲେ ସ୍ବଦେଶେ ପୁତ୍ର,ପୁତ୍ରବଧୁ,

ଖୋଜିଲେ ଅମୁଲ୍ୟ ଚାବିଦୁଇ ,

ଶୂନ୍ୟ ହସ୍ତ ଶୂନ୍ୟ ପାପୁଲି ,

କେବଳ ଦୁଇଟି ଚାବି ରିଙ୍ଗ୍।



Rate this content
Log in