STORYMIRROR

Sujata Routray

Others

3  

Sujata Routray

Others

ଦୁଃସ୍ବପ୍ନ

ଦୁଃସ୍ବପ୍ନ

1 min
527

ଭୟରେ ଶିହରିତ ସର୍ବାଙ୍ଗ ଶରୀର

ଝାଳରେ ଭିଜିଯାଇଛି ଚାଦର


ସ୍ବପ୍ନ ନା ବାସ୍ତବ ବୁଝିପାରୁ ନଥିଲି

ପ୍ରକୃତିସ୍ଥ ହେବାକୁ ଚେଷ୍ଟା କରୁଥିଲି


ଉଠିବାକୁ ଚାହିଁଲେବି ହାରିଯାଇଥିଲି

ବନ୍ଦ ଆଖିପତାରେ କ'ଣ ସବୁ ଦେଖୁଥିଲି


ଚାରିଆଡ ଅନ୍ଧକାର ଖାଲି ଅନ୍ଧକାର

କେବଳ ଶୁବୁଛି ମୋର ହାହାକାର


ସଂପୂର୍ଣ୍ଣ ଏକୁଟିଆ କେହିବି ନ ଥିଲେ

କେବଳ ମୁଁ ଆଉ ଖରାପ ସ୍ବପ୍ନ ସବୁ ଥିଲେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍