Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gouttam kachim

Others

3  

Gouttam kachim

Others

ଦୁଃଖ ସୁଖ ଦାତା ପ୍ରେମର ମାସ

ଦୁଃଖ ସୁଖ ଦାତା ପ୍ରେମର ମାସ

1 min
753


ପ୍ରେମର ମାସ ଫେବୃଆରୀ,

ଆସି ହେଇଗଲା ହାଜର,

ପ୍ରେମିକ, ପ୍ରେମିକା, ମାନଙ୍କ, ହୃଦୟେ,

ଖେଳୁଛି ଆନନ୍ଦ ଲହର ।


ଆଉ ଚାରି ଦିନ ବାକି ରହି ଅଛି,

ସୁରୁ ହେବ ପ୍ରେମ ସପ୍ତାହ,

ଗୋଲାପ ଫୁଲ ଠୁ ଆରମ୍ଭ କରି କି,

କିଣିବେ, ଚକୋଲେଟ୍, ଟେଡି ଇତ୍ୟାଦି,

ଖରଚିବେ ପିଲେ ମନ ଇଚ୍ଛା ଟଙ୍କା,

ବେପାରୀଙ୍କର ଜମିବ ବେପାର ।


କାହାର ଜମିବ ପ୍ରେମ ଟା ତ ପୁଣି,

କାହା ପ୍ରେମ ଯିବ ଭାଙ୍ଗି,

କିଏ ଯିବ ମରି ବିଷ ପିଇ ଦେଇ,

କିଏ ହେବ ଫାଶୀ ଟାଙ୍ଗି,

କାହା ମାଁ ବାପା କାନ୍ଦି କାନ୍ଦି ଥିବେ,

ଭୋକ ଥିବ ହେଲେ ଖାଇ ନ ପାରିବେ,

ଦୁଃଖ ଯୋଗୁଁ ଜମା ଆହାର ।


Rate this content
Log in