STORYMIRROR

Reeta aparajeeta Mohanty

Others

3  

Reeta aparajeeta Mohanty

Others

ଦୁହିତା

ଦୁହିତା

1 min
184

ଦୁହିତା ମୁଁ ଦୁହିତା

ଦୁଇ କୁଳ ହିତା

ବାପାଘର ଏରୁଣ୍ଡି ଡେଇଁ ଜେବେ

ଶାଶୁଘର ଯାଏ ସ୍ୱାମୀ ଶାଶୁ ଶଶ୍ୱର ଙ୍କୁ ନିଜର 

କରି ନିଏ।

ହେଲେ କେହି ବୁଝେନି ମୋ ବେଦନା

ଲୁହ ପୋଛି ପୋଛି ଯାଏ ଦିନ ।

ସମସ୍ତେ ଖାଲି ମୋ ଦୋଷ ଦେଖନ୍ତି

ସମସ୍ତେ ଖାଲି ଟାହି ଟପରl କରି ଜାଣନ୍ତି ।

ମଲମ ଲଗାଇ ଦିଏନା କେହି ?

ତଥାପି ମୁଁ ଆକାଶ ପରି ମନ କରି 

ସଭିଙ୍କୁ ଅନ୍ତର ରୁ ସ୍ନେହ ବାଣ୍ଟି ଚାଲିଛି।

ଯେଣୁ ମୁଁ ଦୁହିତା

ନିଜ କର୍ତ୍ତବ୍ୟ କରି ହେବି ଜଗତଜିତା

ଦେଶ ଜାତିରେ ନାଁ ରଖିବି

ହେବି ସର୍ବ ପରିଚିତା

ଦୁହିତା ମୁଁ ଦୁହିତା 

ଦୁଇ କୁଳକୁ ହିତା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍