Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

3  

Santosh Pattnayak

Others

ଦୁହିତା

ଦୁହିତା

1 min
204


 ଦୁଇ କୁଳ ପାଇଁ ପ୍ରୟୋଜନ ସେହି 

     ସଂସାର ମଙ୍ଗଳ ପାଇଁ

ଦୁଃଖ ସହି ନିଜେ ଅନ୍ଯକୁ ହସାଏ

     ତୁଳନା ତାହାର ନାହିଁ ।


 ନିନ୍ଦା ଅପବାଦ ସବୁ ସହି ସିଏ 

   ଯନ୍ତ୍ରଣାକୁ ରଖେ ଚାପି

ପରଷି ଦିଅଇ ସେନେହ ଆଦର

   ସଭିଙ୍କୁ ସମାନ ମାପି ।


 ତା'ର ଅବଦାନେ ସୃଷ୍ଟି ଶ୍ରେଷ୍ଠତମ 

    ଦୁଇଟା କୁଳକୁ ନେଇ

ବାପଘରେ ଝିଅ ଶାଶୁଘରେ ବୋହୂ

     ଦୁହିତା ଜନମ ବହି ।


ଧନ୍ୟ ସେଇ ଶ୍ରଷ୍ଠା ଧନ୍ୟ ସେ ଦୁହିତା 

      ସମାଜ ମଙ୍ଗଳ ନେଇ 

 ଚିର ସ୍ମରଣୀୟ    ଅବଦାନ ତାର

     ସ୍ନେହ ମମତାକୁ ଦେଇ ।


          


Rate this content
Log in