Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Others

2  

Akshayakumar Dash

Others

ଦୀପଟିଏ

ଦୀପଟିଏ

1 min
46


  • ଦୀପଟିଏ ଜାଳି ଅନ୍ଧାର ନାଶେ
  • ଫୁଲଟିଏ ଫୁଟି ମୂଳକ ବାସେ।
  • ପଥ ଟିଏ ପଡି ଫିଟାଏ ବାଟ
  • ବହି ମାନ ପଢି ହୋଇବା ଚାଟ।
  • କଥାଟିଏ ଯଦି ମନକୁ ପାଏ
  • ମଥାଟି ତାହାର ନିକଟେ ଥାଏ।
  • ଧନିସିଏ ଯିଏ କରଇ ଦାନ
  • ଜ୍ଞାନି ସିଏ ଜାର ନଥାଏ ମାନ।
  • ପକ୍ଷୀଟିଏ କେବେ ସଂଚେନି ଧନ
  • ସେବା ଦୟା କ୍ଷମା ରହିବା ମନ।
  • ମାଟିଏ ଘରେ ଥିଲେଟି ଗାଈ
  • ସୁଆସାରି ହରିନାମକୁ ଗାଇ ।
  • ଲୋକଟି କାହାକୁ ସହାରା ହେଲେ
  • ଛୁଆ ମାନେ ଘରେ ବୋଲ ମାନିଲେ।
  • ଭଲ ଲାଗେ ଗୁଣ ସବୁ ଶିଖିବା ଆସ
  • ଗଢିବା ସୁନ୍ଦର ଆମର ଦେଶ।


Rate this content
Log in