ଦୀପଟିଏ
ଦୀପଟିଏ

1 min

60
- ଦୀପଟିଏ ଜାଳି ଅନ୍ଧାର ନାଶେ
- ଫୁଲଟିଏ ଫୁଟି ମୂଳକ ବାସେ।
- ପଥ ଟିଏ ପଡି ଫିଟାଏ ବାଟ
- ବହି ମାନ ପଢି ହୋଇବା ଚାଟ।
- କଥାଟିଏ ଯଦି ମନକୁ ପାଏ
- ମଥାଟି ତାହାର ନିକଟେ ଥାଏ।
- ଧନିସିଏ ଯିଏ କରଇ ଦାନ
- ଜ୍ଞାନି ସିଏ ଜାର ନଥାଏ ମାନ।
- ପକ୍ଷୀଟିଏ କେବେ ସଂଚେନି ଧନ
- ସେବା ଦୟା କ୍ଷମା ରହିବା ମନ।
- ମାଟିଏ ଘରେ ଥିଲେଟି ଗାଈ
- ସୁଆସାରି ହରିନାମକୁ ଗାଇ ।
- ଲୋକଟି କାହାକୁ ସହାରା ହେଲେ
- ଛୁଆ ମାନେ ଘରେ ବୋଲ ମାନିଲେ।
- ଭଲ ଲାଗେ ଗୁଣ ସବୁ ଶିଖିବା ଆସ
- ଗଢିବା ସୁନ୍ଦର ଆମର ଦେଶ।