ଦୀପାବଳୀ
ଦୀପାବଳୀ
1 min
131
- ଆମର ବର୍ଷେ ହେଲେ ତୁମର ଦିନେ
- ତୁମେ ଦେଖିବାକୁ ଆସ
- ତୁମର ପ୍ରୀୟଜନ ମାନଙ୍କୁ
- ଏହି ଅମେଇସିୟା ରାତିରେ
- ବଡବଡୁଆ ହୋ ଅନ୍ଧାରରେ ଆସ
- ଆଲୁଅରେ ଯାଅ।
