ଦୀପାବଳୀ
ଦୀପାବଳୀ
1 min
181
ସଜେଇ ଦୀପାଳି
ଗୁନ୍ଥି ଗଜରା ମାଳୀ
ସଞ୍ଜ ସଳିତା ଜାଳି
ରଙ୍ଗୋଲି ପକେଇ ବାଳୀ
ଆମ୍ବପତ୍ରରେ କରି ମଣ୍ଡଳୀ
ପିତୃପୁରୁଷେ ମନେ ଭାଳି
ଚଉରା ମୂଳେ ପାଣି ଢାଳି
ମନେ ସୁମରି ଦେବୀ ମାଆ କାଳୀ
ବନ୍ଧୁ ବାନ୍ଧବ ସଙ୍ଖୋଳି
କରୋନା କଟକଣା ଭାଳି
ଦୂରେଇ ଆତସବାଜି ଥାଳି
ସ୍ମୁତିରେ ଅତୀତକୁ ଭାଳି
ପରମ୍ପରା ଓ ସଂସ୍କୃତି ଭାଳି
ବଡ଼ବଡ଼ୁଆଙ୍କୁ ଦେଇ ହୁଳହୁଳି
କାଉଁରିଆ କାଠି ଜାଳି
ପିଲାଏ ଦିଅନ୍ତି କରତାଳି
ପର୍ବର ନାମ ଦୀପାବଳୀ
