Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୁରେନ୍ଦ୍ର ମିଶ୍ର

Others

3  

ସୁରେନ୍ଦ୍ର ମିଶ୍ର

Others

ଦୀପାବଳୀ

ଦୀପାବଳୀ

1 min
182


ଦୀପାବଳି ଅଟେ ଆଲୋକ ର ପର୍ବ

ନୁହେଁ ପ୍ରଦୂଷଣ ଓ ବାଣର

ଏ ଖୁସିର ପର୍ବକୁ ବିକୃତ ନକରି

ସମ୍ନାନ କରିବା ପିତୃ ପୁରୁଷ ଙ୍କୁ 

ଆଲୋକର ପର୍ବ ପାଳନ କରି ।


ଗୀତା, ଭାଗବତ କେବେ ହୁଏନି ପୁରୁଣା

ଯେତେଦିନ ସୂର୍ଯ୍ୟ, ଚନ୍ଦ୍ର ଥିବ ସେପର୍ଯ୍ୟନ୍ତ ଜୀବନ୍ତ 

ଅଧର୍ମ ଉପରେ ଧର୍ମର ବିଜୟ

ଦୁନିଆର ଏହା ତ ନୀତି ।


କେବେ ପୁଣି ଅନ୍ଧକାର ଓ କ୍ଷଣିକ 

ମୁହୂର୍ତ୍ତ ରେ ଆଲୋକର ପର୍ବ ।


ଏହି ଦିନଟିରେ ପିତୃ ପୁରୁଷଙ୍କୁ

ପୟଶ୍ରାଦ୍ଧ ଦେଇ ଥାନ୍ତି

କାଉଁରିଆ କାଠି ପ୍ରଜ୍ବଳନ କରି

ଘର ଉପରେ ରଖନ୍ତି  ।


ଧନ ତ୍ରୟୋଦଶୀ କାଳୀ ଚତୁର୍ଦଶୀ 

ମାଁ ଙ୍କ ର ଆଗମନେ

ବଳି ପ୍ରତିପଦା ଗୋବର୍ଦ୍ଧନ ପୂଜା 

ଖୁସି ଭରିଦିଏ ସଭିଙ୍କ ମନେ ।

                


Rate this content
Log in