STORYMIRROR

Ch Loknath Reddy

Children Stories Inspirational Children

2  

Ch Loknath Reddy

Children Stories Inspirational Children

ଧୂଳି

ଧୂଳି

1 min
109


ବିଶ୍ୱ ବ୍ରହ୍ମାଣ୍ଡରେ ଦଶଦିଗେ ଦିଶେ

ଅତିକ୍ଷୁଦ୍ର ଧୂଳିକଣା

କ୍ଷୁଦ୍ର ସିନା ଅଟେ ଦେହଟି ତାହାର

ତା କର୍ମ କାହାକୁ ଜଣା?

କ୍ଷୁଦ୍ର ହୋଇ ସେହି ଦୂଷିତ କରଇ

ବାୟୁମଣ୍ଡଳକୁ ପରା

ତାହାରି ଯୋଗୁଁ ତ ଜଗତ ସଂକୋଚ

ନାନା ରୋଗେ ଶୋଭା ଧରା |

ଯାନବାହାନରେ ଭ୍ରମଣ ସମୟେ

ଯଦି ନେତେ ପଶେ ଧୂଳି

ଦଶଦିଗ ଦିଶେ ନିବିଡ଼ ଅନ୍ଧାର

ପଥକୁ ମାପିବ ମେଲି |

ଯେବେ ହୋଇଥାଏ ଭାତ ଭୋଜି ପୁରେ

ଖୋଲା ଥିବ ଦ୍ରବ୍ୟ ସବୁ

ଏହାରି ବାସରେ ଧୂଳିକଣା ଆସେ

ଖାଇବାକୁ ସେହି ସବୁ ।

                          


Rate this content
Log in