STORYMIRROR

Sujata Routray

Others

4  

Sujata Routray

Others

ଧର୍ମ

ଧର୍ମ

1 min
346

ସବୁ ଧର୍ମ ର ସାରାଂଶ ଏକ ,

ଥିଲେ ଥାଉ ପଛେ ଧର୍ମ ଅନେକ,

ସର୍ବତ୍ର ଛାଇଛି ଈଶ୍ବରଙ୍କ ପିତୃତ୍ବ ,

ଚାହାଁନ୍ତି ସର୍ବେ ମନୁଷ୍ୟଙ୍କ ଭାତୄତ୍ବ,

ଗୋଟିଏ ଜାତି ମଣିଷ ଜାତି ,

ଈଶ୍ବରଙ୍କ ପଦେ ଢାଳେ ପ୍ରଣତି।


Rate this content
Log in