STORYMIRROR

Liza Senapati

Others

3  

Liza Senapati

Others

ଧୋକା

ଧୋକା

1 min
231

ଏକା ଏକା ଏଠି,

ଚାଲିବାକୁ ହୁଏ ଜୀବନର ବାଟ,

ଛଳନା ସହରେ ପ୍ରେମ ମିଳେ ନାହିଁ,

ମିଳେ ଖାଲି ଏଠି ଧୋକା,

ଖୋଲନାହିଁ ପ୍ରେମର ଦୋକାନ,

ବେଇମାନି ବଜାରରେ,

ଭଲ କଲେ ଏଠି ଭୁଲ ହୋଇଯିବ

ସ୍ୱାର୍ଥର ତୁଣ୍ଡି ସଭିଙ୍କ ମୁହେଁ ବନ୍ଧା,

ଆପଣାର ଲୋକ ଅଚିହ୍ନା,

ସବୁ ଚାଲିଯିବେ ଦିନେ,

ନିଜ ନିଜ ବାଟେ,

କେହି ନୁହଁ ତୁମ ଆପଣାର,

ମୁଖାପିନ୍ଧା ଏ ମଣିଷ,

ଲୁହ ଦେଖି କରିବେ ଉପହାସ,

ଯାହା ଖୁସିକୁ କରିଚ ନିଜର,

ହେଇଯିବ ଦିନେ ତୁମ ଆଖିର ଲୁହ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ