STORYMIRROR

कार्त्तिक सेठी

Others

2  

कार्त्तिक सेठी

Others

ଧନ୍ୟ ବେଣୁପାଣି

ଧନ୍ୟ ବେଣୁପାଣି

1 min
337


ତୋ ବାଙ୍କ ଚାହାଁଣି ମନ ନିଏ କିଣି

ହୃଦେ ଆଣେ ଭାବ ଉଜାଣି

କିଏ ସେ ବିନ୍ଧାଣି ଗଢିଅଛି ଜାଣି

ବୁଦ୍ଧି ତା'ର ମୁକୁତା ମଣି ।।

ତୋ'ମୁରଲୀ ଶୁଣି ରୁଦ୍ଧ ହୁଏ ବାଣୀ

ନୟନ ରୁ ଝରଇ ପାଣି

ଧନ୍ୟ ବେଣୁପାଣି ଅଶ୍ରୁଧନ ମଣି

ଅଶ୍ରୁ କୁ ଦେଇ କରୁ ଋଣୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍