STORYMIRROR

Akshayakumar Dash

Others

3  

Akshayakumar Dash

Others

ଧଳ।ଜାମା

ଧଳ।ଜାମା

1 min
170

ଧଳାଜାମା ଟିରେ କଳାଦାଗ

ସବୁରି ନଜର ପଡେ ଆଗ ।

ସାଙ୍ଗସାଥିକଂର କେତେ କଥା

ଟାପରା କରନ୍ତି ଘୁରେ ମଥା ।

ନଜର ଆମର ମନ୍ଦ ରଖି

ଏମିତି ଅଯଥା ଦେଉ ବକି ।


ମଣିଷ ଭିତରେ ଭଲ ଗୁଣ

ନଦେଖି କେଉଁଟି ଅଛି ଖୁଣ ।

କଳା ମଇଳା କୁ ସଫାକରି

ଧୋବ ଫରଫର ଆଗ ପରି ।

ଭଲକୁ ଆଦର କରି ବସ

ମନ୍ଦ ଆଲୋଚନା ପାଖୁ ଖସ ।




Rate this content
Log in