STORYMIRROR

Titu Sahu

Others

3  

Titu Sahu

Others

ଚିଠି

ଚିଠି

1 min
176


          ସାତ ଶ୍ରାବଣ ଗଲା ଝରି।

          ଛଅ ଫଗୁଣ ଗଲା ବହି।

          ତଥାପି ବି ହୋଇ ପାରିଲାନି ଏକାଠି।

           ପ୍ରିିୟା  ତୁମେ ଅଛ କେଉଁଠି?



          ନିଦରେ  ଯାଇ ଥିଲି ଶୋଇ।

          ଗଲ ତୁମେ କୁଆଡ଼େ ଚାଲି?

           ତୁମକୁ ପାାରିଲିନି   ଭେଟି।

           ପ୍ରିିୟା ତୁମେ ଅଛ କେଉଁଠି?



           ଶୀତୁଆ ସକାଳର କାକର।

           ବୁଣିଦେଲା ପ୍ରେମ ପତର।

            ହାତେ ଧରି ନେଲି ସାଉଟି।

            ପ୍ରିୟା ତୁମେ ଅଛ କେଉଁଠି?



            ଠିକଣା ଗଲ କି ଭୁଲିି?

            ଜାଗା ନ ଥିଲା କି ଖାଲି?

            ଲେଖି ପାରିଲନି  କେଉଁଠି?

              ପ୍ରିୟା ତୁମେ ଅଛ କେଉଁଠି?




          


          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍