STORYMIRROR

Reeta aparajeeta Mohanty

Others

3  

Reeta aparajeeta Mohanty

Others

ଚିରନ୍ତନ ପ୍ରେମ

ଚିରନ୍ତନ ପ୍ରେମ

1 min
147

ଚିରନ୍ତନ ପ୍ରେମ କଣ ଆଜି କଣ ଆଜି କାହାକୁ ପଚାରନା ....?

ଏ ଯୁଗରେ ଚିରନ୍ତନ ବୋଲି କିଛି ଅଛି କି .....?

ଝରା ଵଉଳକୁ କାହିଁକି ପଚାରୁଛ ତା ମୁକୁଳିତ ହେବାର କାରଣ

କୋଇଲି କୁ ପଚାରନା କାହିଁକି ସେ କରେ ଫଗୁଣର ଜଯଗlନ

ସୂର୍ଯ୍ୟମୁଖୀକୁ ପଚାରନା କାହିଁକି ସେ ସୂର୍ଯ୍ୟଙ୍କୁ ଖାଲି ଚାହିଁରହେ।

ଯେମିତି ମାଟି ଆଉ ଆକାଶର ମିଳନ ।

ଏ ସୃଷ୍ଟି ରେ ଲେଖା ହେଇନାହିଁ।

ତଥାପି ସେ ପ୍ରେମ ଚିରନ୍ତନ।

ସବୁବେଳେ ସବୁ ପ୍ରଶ୍ନର ଉତ୍ତର ମିଳେନି।

ତେଣୁ ଆଉ ପ୍ରଶ୍ନ କରନା

ତେଣୁ ଆଉ ପ୍ରଶ୍ନ କରନା

ହଜିଯାଅ ଜୀବନ ସଙ୍ଗୀତରେ।

ଝରିଯାଅ ଏଇ ଜୀବନର ଧାରା ପ୍ରବାହରେ

ପ୍ରକୃତି ସହ ନିଜକୁ ମିଶେଇ ଦିଅ।

ଦେଖିବ ବଞ୍ଚିବାର ପ୍ରକୃତ ସ୍ୱାଦ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍