ଛୁଆ ପିଲା ମାଙ୍କର ନାଟ ତାମସା
ଛୁଆ ପିଲା ମାଙ୍କର ନାଟ ତାମସା
1 min
89
ଛୁଆ ପିଲା ମାନେ ଦେଖୁଥିସନ୍ତେ
କେତେ କେତେ ସପନ୍
ଛୁଆ ଥିଲା ଦିନୁ ଦେଖ ସନ୍ ସପନ୍
ଆର କର୍ଷନ କେତେ ମଜା
ସେ ମଜା ଜାଣି ବଡ ହେଲେ ପାଇସନ୍
ଶେନ୍ତ। ସଜା ଆଜି ର କାଲି ର ଛୁଆ ମାଙ୍କୁ ଛୁଆ କ।ଣ। ବଲ୍ ବ
କରୁଚନ ବଡ ବଡ କବାର
ସେମାନେ ଆଜି ଆଗକେ ବଢ଼ୁଚନ
କାହା କେ ନାଇ ଡର ବାର
