STORYMIRROR

Liza Senapati

Others

3  

Liza Senapati

Others

ଛନ୍ଦହୀନ ମଣିଷ

ଛନ୍ଦହୀନ ମଣିଷ

1 min
256

ଏଇ ମିଛ ଆଉ ସତ,

ଦୁଇଟି ପାର୍ଶ୍ୱ ଭଳି ,

ମତଲବି ମଣିଷ ସାଗଂରେ ,

ଜନ୍ମରୁ ମୃତ୍ୟୁ ଯାଏଁ ବଦ୍ଧା।.

କପଟି ମଣିଷ ଅନ୍ଧାରେ ମରୁଚି,

ଆଲୁଅ ଦେଖିକି ଡ଼ରୁଚି।

ସବୁଠି ଲୋଡ଼ା ଆମକୁ,

ଛନ୍ଦହୀନ ମଣିଷ,

ସାଗରେ ମୁକ୍ତା ପରି ,

ଅଟେ ଇଏ ସପନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ