STORYMIRROR

Reeta aparajeeta Mohanty

Others

3  

Reeta aparajeeta Mohanty

Others

ଚେଷ୍ଟା କଲେ ଉପାୟ ମିଳେ -ରୀତା

ଚେଷ୍ଟା କଲେ ଉପାୟ ମିଳେ -ରୀତା

1 min
211

ଚେଷ୍ଟା କଲେ ଉପାୟ ମିଳେ

ବସି ଖାଇଲେ ନଦୀର ବାଲି ସରିଯିବ ।

ଯେବେ ବି ମୋ ମନରେ ଦ୍ୱନ୍ଦ ଆସିଛି

ମୁଁ ସେବେ ପ୍ରଭୁଙ୍କ ନାମ ନେଇ

ପ୍ରାଥନା କରିଛି।

ସେ ଭକ୍ତିରୁ ମତେ ଶକ୍ତି ମିଳିଛି

ଜୀବନର ରାସ୍ତାରେ

ନାନା ଅବରୋଧ ଆସିଛି

ମୁଁ ତାକୁ ଆଡେଇ ଆଗେଇ ଚାଲିଛି।

ଅନ୍ତରରୁ କିଏ ଦେଉଛି

ତୋର ରାମ ହିଁ ତୋର ନଉକା ପାର କରିବେ

ଭୟ କଣ ପାଇଁ ସଂଶୟ କାହିଁକି ?

ସେବେ ସବୁ ଖରା ଛାଇ ପରି ମମେହେଇଛି

ସବୁ ଦୁଃଖ ସୁଖରେ ବଦଳିଯାଏ।



Rate this content
Log in