STORYMIRROR

Reeta aparajeeta Mohanty

Others

1  

Reeta aparajeeta Mohanty

Others

ଚାକିରୀଆ ଜୀବନ -ରୀତା ଅପରାଜିତl

ଚାକିରୀଆ ଜୀବନ -ରୀତା ଅପରାଜିତl

1 min
207

ବାପା କଣ ଲେଖିବି ଚିଠିରେ। ମୋ ପ୍ରଣାମ ନେବ

ବୋଉ କୁ ଦେଵ। ଫୁଲେଇ ମୁନି ଗେହ୍ଲା ଭଉଣୀକୁ

ଢେର ସାରା ସ୍ନେହ

ପଇସା ପଠେଇଛି ମନି ଅଡ଼ର୍ର କରି

ଛୁଟି ମିଳିଲାନି ଆସିପାରୁନି ଏଥର

ତୁମ ସୁନାନାଖି ବୋହୂ କୁ ବି ବୁଝେଇଦେବ

ସେ ସେଠି କାନ୍ଦିବନି ବେଶୀ

ଚାକିରୀ ଜୀବନରେ ଏତେ ଖଟଣି

ବାହାରିଯାଏ ମୋ ଚଟଣି

ତୁମେମାନେ ଖୁସିରେ ରହିବ ବୋଲି ତ ମୁଁ

ହାଡ଼ ଭଙ୍ଗା ଖଟଣି ଖଟୁଛି

ବେସରକାରୀ ଚାକିରି ପଇସା ବି ଭଲ ଖଟଣି ବି ଜବର

ସେମାନେ ସମସ୍ତେ ନିଶା ପାଣି କରନ୍ତି

ମୁଁ ତା ଠୁ ଦୂରେ ରେ ଅଛି

ଏଠିକା କିଛି ଭଲ ଲାଗୁନି

ବୋଉ ହାତ ପରସା ମନେପଡୁଛି

ସେଠିକl ଅତୁଳ ବରା ,ଘୁଘୁନି ଏଠି ମିଳେନି

ତାମିଲନାଡୁ ପରି ଜାଗାରେ ମୁଁ ଖlପଖୁଆଇ ମୁଁ

ଚାକିରୀ କରୁଛି

ଏଇଟା ବଡ଼ କଥା ନୁହେଁ

ବାପା ତୁମେ ଖିଦି

ନା କଣ

ଚାକିରୀ ପାଇଲେ ଛୁଟି

ଆଗ ଯିବି ଘରକୁ

ଇତି ତୁମ ଆଦର ପୁଅ କୁନା

ଚିଠି ପାଇ ଚିଠି ଦେବ। ରହିଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍