STORYMIRROR

Ch Loknath Reddy

Children Stories Inspirational

3  

Ch Loknath Reddy

Children Stories Inspirational

ବ୍ୟାସ କବି

ବ୍ୟାସ କବି

1 min
153


ଓଡ଼ିଆ ଜାତିର ଯୁଗଜନ୍ମା ତୁମେ

ଉତ୍କଳର ବ୍ୟାସ କବି

ତୁମ ପାଦପଦ୍ମେ କରେ ଦଣ୍ଡବତ

ଘେନ ପ୍ରଣତି ବ୍ୟାସ କବି |


ତୁମରି ଅକ୍ଲାନ୍ତ ପରିଶ୍ରମ ବଳେ

ବଞ୍ଚିଲା ଓଡ଼ିଆ ଭାଷା

ତୁମେ ହିଁ ପ୍ରଥମ ଓଡ଼ିଆ ଜନକ

ବାନ୍ଧିଲ ଭାଷାର ବସା |



ରହିଥାଉ ତୁମ ଆଶିଷ ସର୍ବଦା

ଆମରି ମଥା ଶିରରେ

ତୁମରି ଆଶିଷେ ଓଡ଼ିଆ ବଢିବ

ଏହି ଆମ ଉତ୍କଳରେ |

                                     


Rate this content
Log in