STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Others

3  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ବରଷା କାଳ

ବରଷା କାଳ

1 min
13.7K


ସାତ ପରବତ ଡେଇଁ ଡେଇଁକା

ବରଷା ନାଚ ଇ ଥେଇ ଥେଇ କା

ଭିଜା ଦେହ ରେ ସେ ମାଟିକୁ ଚଷେ

ବର ଷା କୋଳ ରେ ବିଜୁଳି ହ ସେ

ନାଲି ଟୁକୁ ଟୁକୁ ସାଧବ ବହୁ

ପାଣିରେ ତୋ ପାଦ ନ ଲାଗେ ଆଉ

ଇନ୍ଦର ଧନୁର ସାତ ଟି ରଙ୍ଗ

ବୋଲି ଦିଏ ମତେ କେ ତେ ସରାଗ

ଜୀବ ଜଗତର ସେ ଅଟେ ବନ୍ଧୁ

ଝରାଇ ଦିଏ ତା କରୁଣା ବିନ୍ଦୁ

ବରଷା କାଳ ଟି ଜନ ଜୀବ ନେ

ଭରିଦିଏ ଖୁସି ସବୁରି ପ୍ରାଣେ

ବରଷା ଆଣଇ ଅନେକ କ ଥା

କହି ଦେ ଉଥାଏ ଜୀବନ ଗାଥା


Rate this content
Log in