STORYMIRROR

Sunanda Mohanty

Others

3  

Sunanda Mohanty

Others

ବୋଝ

ବୋଝ

1 min
175

ଜୀବନଟା ସାରା ବୋହିବାକୁ ହୁଏ 

ପରିବାର ଅବା କର୍ମକ୍ଷେତ୍ର 

ପୁଣି ସନ୍ତାନସନ୍ତତି ବନ୍ଧୁବାନ୍ଧବ 

କେତେ ଯେ ବୋଝ 

ଦାୟିତ୍ୱ କର୍ତ୍ତବ୍ୟ 

ପୁଣି ଋଣ କରଜ ଶୁଝ 

କଳାର ବୋଝ ଓ କଳଙ୍କ ବୋଝ 

ଭୋକ ଓ ପେଟପାଟଣା ବୋଝ 

ପ୍ରକୃତି ଓ ପଶୁ ପକ୍ଷୀର ବୋଝ 

ବୋଝ ସଙ୍ଗରେ ଯୁଝୁ ଯୁଝୁ 

ସମୟ ଆଜ କହେ ହୁଅତୁ ସଜ 

ବୋଝ ବୋହୁ ବୋହୁ କେବେ 

ମାଡ଼େ ବି ଲାଜ କେବେ ଲାଗେ ଅସହଜ 

ସଂସାର ହାଟରେ କେତେ ଦୃଶ୍ୟ ଅଦୃଶ୍ୟ ବୋଝ !



Rate this content
Log in