STORYMIRROR

Sudhashree Bhattamisra

Others

2  

Sudhashree Bhattamisra

Others

ବନ୍ୟା

ବନ୍ୟା

1 min
78

ବନ୍ୟା ଆସେ ଜୀବନରେ

ବନ୍ୟା ଆସେ ସମ୍ପର୍କରେ

ବନ୍ୟା ଆସେ ନାରୀ ଜୀବନରେ

ବନ୍ୟା ଏବେ ଉଛୁଳିଛି ଜୀବନ

ବିନା କାରଣରେ

ବୁଝାବଣାର ଅଭାବରେ

ସଂଯମତାର ଅଭାବରେ

ଅନ୍ଧ ଅହମିକାରେ

ପଶୁତ୍ବରେ, ବର୍ବରତାରେ

ଅବୁଝା ମଣିଷର

ଦାନବ ପଣିଆରେ

ବନ୍ୟା ହିଁ ତ ଆସେ, ଜୀବନରେ

କାରଣ ଆମେ ସବୁ କିଛି ଭୁଲି

ଧ୍ୱଂସର, ଭଗ୍ନସ୍ତୁପ

ଉପରେ, ଦଣ୍ଡାୟମାନ

ହୋଇଛେ, ଧ୍ୱଂସର

ଆଡମ୍ବର, ପଟୁଆର

ଦେଖିବାକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ