Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ବନ୍ଧୁ

ବନ୍ଧୁ

1 min
192



ତୁମେ ବଂଧୁ ଙ୍କର ବଂଧୁ

ଆହେ ବ୍ରଜ ବଂଧୁ

ଭିଆଉଛ କେତେ ହୁନ୍ଦର ।


ଦର୍ଶନ ନଦେଇ ଯାଇଅଛ କାହିଁ

ଗୁଣ ବାହାନା ହୁଏ ଅସର ।


ତୁମ୍ଭପରି ହଟିଆ,ଅଛିକି ଏ ଦୁନିଆଁ

ତୋ ପରି ଆଉ କେ ସୁନ୍ଦର ।


ପ୍ରେମପୋତେ ବୁଡାଇ ଦେଇଛ ହେ ଜଡାଇ ,

ଖେଳ ଏ କି ଧର୍ମ ତୁମ୍ଭର ।


ତୁ୍ମ୍ଭଂକୁ କରି ଆଶ

ଏବେ ହେବିକି ନାଶ

ବାସ ଅଛି କେଉଁଠି ଆମ୍ଭର ହେ ।


କଳିଯୁଗ ବଂଧୁଭଳି

ଉପରେ ମମତା ଢାଳି

ଏବେ କିଂପା ସାଜିଛ ଫାମ୍ପର ହେ ।



Rate this content
Log in