STORYMIRROR

Chittaranjan Lenka

Others

2  

Chittaranjan Lenka

Others

ବଜରଙ୍ଗବଳି

ବଜରଙ୍ଗବଳି

1 min
2.3K


ଏ ବିଶ୍ୱ ବ୍ରହ୍ମାଣ୍ଡେ         ଅହଙ୍କାର ଶୂନ୍ୟ

ଜଣେ ମାତ୍ର ଅଛି ରହି

ପ୍ରଭୁ ରାମ ବିନୁ        ଯାହାଙ୍କ ହୃଦୟେ

ଅନ୍ୟ କାହା ସ୍ଥାନ ନାହିଁ

 

ଧନ୍ୟ ହେ ଭକତ        ଅଞ୍ଜନାଙ୍କ ସୁତ

ପ୍ରଭୁ ବଜରଙ୍ଗବଳି

ତୁମରି ଭାବନା     ଦେବ କି ହେ ମୋତେ

ନାହିଁ ଆଉ କିଛି ଅଳି

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in