STORYMIRROR

Anupama Sahu

Others

3  

Anupama Sahu

Others

ବଇଶାଖ ଖରା

ବଇଶାଖ ଖରା

1 min
225

ବଇଶାଖ ଖରା 

ତାତି ଉଠେ ଧରା 

ଦେହ ମୁଣ୍ଡ ସବୁ 

ଜଳାପୋଡ଼ା ହୁଏ 

ବହି ତତଲା ବାଆ, 

     ଦ୍ୱିପହର ବେଳ 

     ବହି ଯାଏ ଝାଳ 

     ତଣ୍ଟି ଶୁଖି ଯାଇ 

     ଲାଗେ ଝୋଲାମରା। 

ଅଂଶୁଘାତ ଭୟ 

କରିିବାନି ହେୟ 

ସାବଧାନ ହେବା 

ଛତା,ଯୋତା, ପାାଣି 

ସାଥେ ଧରି ଥିବା, 

     ପଇଡର ପାଣି 

     କାଞ୍ଜି ଓ ତୋରାଣି 

     ଓ.ଆର୍.ଏସ୍. ପାଖରେ  

     ସଦା ରଖିଥିବା। 

ସ୍ୱାସ୍ଥ୍ୟ ହିଁ ସମ୍ପଦ 

ସେ ଲାଗି ତା ପ୍ରତି 

ଦେବା ଆମେ ଧ୍ୟାନ 

ସୁସ୍ଥ ହେଲେ ସ୍ୱାସ୍ଥ୍ୟ 

ସୁସ୍ଥ ହେବ ମନ, 

     ସୁସ୍ଥ ମନେ ପୁଣି 

     ସାଥି ହୋଇ ଆମେ 

     ଗଢିବା ଦେଶକୁ 

     ସରଗ ସମାନ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍