Manjula Hota
Others Children
ହେ ଵିଶ୍ୱ ବିଧାତା ତୁମେ ପିତାମାତା
ଭାଇ ବନ୍ଧୁ ସଖା ମୋର
ତୁମ ନାମ ଗୋଟି କଣ୍ଠରେ ମୋହର
ରହିଥାଉ ନିରନ୍ତର ।
ତୁମ ବିନା ଏଇ ଜଗତ ଭିତରେ
ଜଣେ କେ ନିଜର ନାହିଁଁ
ନିତି ପ୍ରତିଦିନ ମୋ ମନ ମନ୍ଦିରେ
ପୂଜା ପାଅ ଭାବଗ୍ରାହୀ ।
ଈଶ୍ୱର
ବନ୍ଧୁକ ମୁନରେ ...
ମାୟା ସଂସାର
ଅଧୁରା କାହାଣୀ
ଅଭିମାନୀ ଭକ୍ତ
ତୁମ ନୀରବତା
ମାନବିକତା
ନାସ୍ତିକ
ଅତୃପ୍ତ ଆତ୍ମା
ପାରିବାରିକ କଳହ