STORYMIRROR

Kumudabandhu Naik

Others

2  

Kumudabandhu Naik

Others

ବିରହ ବସନ୍ତ

ବିରହ ବସନ୍ତ

1 min
209


କି ଭାବନା ନେଇ କରିଛି ମୂରୁଜ

ଗଲାଣି ସେ ରଙ୍ଗ ଉଡ଼ି।

କୋକିଳର କୁହୁ ତାନ ଲାଗେ ଆଜି

ଦେଉଛି ତା କାନ ମୋଡି।

ବସନ୍ତ ମଳୟ ନିଦାଘ ଲାଗୁଛିଐ

ରଙ୍ଗ ଲାଗେ ଫିକା ଫିକା।

ପୂର୍ଣ୍ଣିମା ର ତିଥି କଣ୍ଟ ଥିଲା ହେଲେ

ପାଇଲା ନାହିଁ ତା ଦେଖା।

ପରଦେଶୀ ତାର ଫେରିଲାନି ଘରେ

ଅନ୍ଯ ତିଥି ହେଲା ସାର

ନିସଙ୍ଗ ତାହାର ରଜନୀ କଟଇ

ବସନ୍ତ ହେଉଛି ଦୂର।

ଅଛି ସତ ହେଲେ ନାହିଁ ତ ସେ ପୁଣି

ଶୂନ୍ଯ ତାର ଅଭିସାର।

ଜୀବନ ତରଣୀ ଭାସୁଅଛି ଆଜି

ନାହିଁ ପୁଣି ପତବାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Kumudabandhu Naik

ଭାବନା

ଭାବନା

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ଅଧମ

ଅଧମ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଆଶା

ଆଶା

1 min ପଢ଼ନ୍ତୁ

ବାଲ୍ୟ

ବାଲ୍ୟ

1 min ପଢ଼ନ୍ତୁ