STORYMIRROR

Ranjan Kumar Brahma

Others

5.0  

Ranjan Kumar Brahma

Others

ବିରହ ବିଳାପ

ବିରହ ବିଳାପ

1 min
2.4K


ଅସମୟଟାରେ ଆସିଲୁ ଯେ

ଚାହିଁଲେ ବି ଅଟକାଇ ପାରୁନି ।

ଆଉ ଆଠ ଦିନ ପରେ ଆସିଥିଲେ

ମୋ ତଳି ଘେରା ବଞ୍ଚି ଥାନ୍ତା

ଭାତ ହାଣ୍ଡି ପାଇଁ

ବେଶ କିଛି ବନ୍ଦୋବସ୍ତ କରି

ଚେନଏ ହସ ସଭିଙ୍କୁ ବାଣ୍ଟି ପାରନ୍ତି ।।

( ରଂଜନ କୁମାର ବ୍ରହ୍ମା


Rate this content
Log in