STORYMIRROR

Reeta aparajeeta Mohanty

Others

3  

Reeta aparajeeta Mohanty

Others

ବିନ୍ଦୁଏ ସୁହାଗ ସିନ୍ଦୂର

ବିନ୍ଦୁଏ ସୁହାଗ ସିନ୍ଦୂର

1 min
234

ତୁମେ ଯେବେ ଆସିଲ

ପକ୍ଷୀରାଜ ଘୋଡ଼ା ଚଢି

ଚୋରି ଚୋରି ଛପି ଛପି ଆସିପ୍ରଣୟର ବିନ୍ଦୁଏ ସିନ୍ଦୂର

ଆଙ୍କିଦେଲେ ମୋର ଖାଲି ସିନ୍ଥାରେ

ସେବେ ମୁଁ ବି ବଦଳି ଗଲା ମୋ ରୂପ ରଙ୍ଗ

ଚାଲି ବଦଳି ଗଲା ମୋର

ଦୁଇ କୂଳ ର ଦ୍ୱାଇତ୍ୱ କାନିରେ ବାନ୍ଧି ହେଇଗଲି ପକ୍କା ଘରଣୀ

ସାତଜନ୍ମ କୁ ଲମ୍ବିଗଲା ଆମ ସମ୍ପର୍କର ଡୋର।

ସେବେଠୁ ତୁମେ କେବଳ ମୋର ।

ମୁଁ କେବଳ ତୁମର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍