Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Others

3  

Akshayakumar Dash

Others

ବିନ୍ଦୁଏ ସିନ୍ଦୂର

ବିନ୍ଦୁଏ ସିନ୍ଦୂର

1 min
178


ପଥର ,କି ଗଛରେ

ସିନ୍ଦୂର ଲାଗିଲେ

ଆମେ ପୂଜା କରୁ

ଏମିତି କଣକି ଅଛି କିଯାଦୁ

ସେଇ ନାଲିରଙ୍ଗରେ

ଲାଗିଗଲେ ଥରେ

ଦେବତାଙ୍କ ଠାରୁ ବଡ

ଦେବୀ ରୂପେ ଆରାଧନା କରୁ ।

ବେଦୀ ରେ ବ୍ରାହ୍ମଣ ର ମନ୍ତ୍ରପାଠ

କେଉଁଜନ୍ମରେ ଯଦି ମାଆଥିଲ

ଏଜନ୍ମରେ ଦେବୀ

ଦଶ ଦୋଷ କରି

କ୍ଷମା ଦେଉଥିବି

ହୋମ ଅଗ୍ନୀ ସାକ୍ଷୀ ।

ଯଥା ରାବଣକୁ ମଂଦୋଦରୀ

ରାମ ସୀତା ପରି

ସୁନା ର ହରିଣ ପଛକେ

ଲୋଭକଲେ

ଏରୁଣ୍ଡି ଡେ଼ଇଁଲେ

ତିନି ଗାର ନ ମାନିଲେ

ମାୟା ମୃଗ ପଛେପଛେ ଗଲେ

ତଥାପି ବି ପରିସ୍ଥିତି ସାମନା କରେ

ସାବିତ୍ରୀ ଙ୍କପାଇଁ ।

ଯମ ପାଖୁ ସତ୍ୟବାନ

ଲେଉଟି ଆଣିବା ପଣ

ନାଲି ଟିପାକ ପାଇଁ,

ତାର ଭାଷା କୁହେ

ମାଆ ର ସନ୍ତାନ ପ୍ରତି

ଥାଏ ସ୍ନେହ ବାରୀ

ପତ୍ନୀ ର ସ୍ୱାମୀଙ୍କ ଠାରେ

ପ୍ରେମ ଦିଏ ବାଢି

ଶ୍ରଦ୍ଧା ନେବା ଦେଇ

ସିନ୍ଦୂର ସନ୍ତକ ଅଟଇ ।



Rate this content
Log in