STORYMIRROR

Manasmita Das

Children Stories Drama Children

3  

Manasmita Das

Children Stories Drama Children

ବିଦ୍ୟାଳୟ ପ୍ରତିଯୋଗିତା

ବିଦ୍ୟାଳୟ ପ୍ରତିଯୋଗିତା

1 min
220

    

ଆସ  ଆମେ  ସବୁ   ବିଦ୍ୟାଳୟ  ଯିବା

ଧାଡି  ହୋଇ  ଆମେ ପ୍ରାର୍ଥନା   କରିବା ।। ୧।।

ଦଳ    ହୋଇ   ଆମେ  ପାଠ   ପଢିବା

ମନ   ଲଗାଇ   ଆମେ  ପାଠ   ପଢିବା ।। ୨।।

ଶ୍ରେଣୀ ଗୃହେ ଶୃଙ୍ଖଳା ରକ୍ଷା କରିବା

ଶିକ୍ଷକ  ମାନଙ୍କର କଥା ମାନିବା ।। ୩।।

ମଧ୍ଯାହ୍ନ ଭୋଜନ ଧାଡିରେ ଆଣିବା

ଠେଲାପେଲା ଆମେ କେବେ ବି ନହେବା ।। ୪।।

ପରପ୍ପର ତ ଝଗଡ଼ା ନ ଲାଗିବା

ସାଙ୍ଗ ହୋଇ ଆମେ ମିଶିକି ଚଳିବା ।। ୫।।

ବିଦ୍ଯାଳୟକୁ ସଦା ସଫା ରଖିବା  

ବିଭିନ୍ନ ଫୁଲ ଗଛ ଲଗାଇ ଦେବା ।। ୬।।

ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ

ଆମେ ସଦା ଅଂଶ ଗ୍ରହଣ କରିବା

ଉପହାର ନେଇ ଆମେ ଘରକୁ ଯିବା ।। ୭।।

ଆମ ବିଦ୍ୟାଳୟର ନାମ ରଖିବା

ବାପା ମାଆଙ୍କ ଆମେ ଟେକ ରଖିବା ।। ୮।।

                 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍