ବିଦାୟୀ ବର୍ଷ
ବିଦାୟୀ ବର୍ଷ
1 min
163
ହେ ବିଦାୟୀ ବର୍ଷ
ବିଦାୟୀ ଦେଉଛି ଖୁସିରେ
ନେଇଯାଅ ଯେତେ ଦୁଃଖ ଯନ୍ତ୍ରଣା
ଦେଇଥିଲ ତୁମେ ଆସିବାରେ ।
ତୁମ ଆଗମନେ
ଦୁନିଆରୁ ଶିଖିଲି ଅନେକ
ଚିହ୍ନିଲି ମନ ଓ ମଣିଷ
ବଦଳିଲେ ପୁଣି ମୋ ଆଖପାଖ !
ତମେ ଦୀର୍ଘକାୟ କଲ
ମୋ ସହିବାର ପରିସୀମା
ଭୁଲ ମୋର ଧରିବନି
ସବୁ ଭୁଲିଯାଇ କରିଦେବ କ୍ଷମା ।।
