Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ବିବାହ

ବିବାହ

1 min
250



ବିବାହ ଏକ ପବିତ୍ର ବନ୍ଧନ

ଦୁଇ ପୁଅ ଝିଅଙ୍କ ହୁଏ ମିଳନ

ସୁନାର ସଂସାର ଦୁହେଁ ଗଢ଼ନ୍ତି

ସୁଖ ଦୁଃଖ ରେ ଦୁହେଁ ସାଥେ ରୁହନ୍ତି

ଦୁହେଁ ଦୁହିଁଙ୍କୁ ବୁଝି ପାରିଲେ ସମ୍ପର୍କ

ଉତ୍ତମ ହେବ

ଗୃହସ୍ଥ ଧର୍ମ ର ମହତ୍ତ୍ଵ ରହି ପାରିବ

କର୍ମ ସାଥେ ଧର୍ମ କରିବାକୁ ଭୁଲିବା ନାହିଁ

ଜୀବନ ସାଥି ଅର୍ଦ୍ଧାଗିନି ଆମ ପାଇଁ

ବିବାହ ବନ୍ଧନ ଜନ୍ମ ଜନ୍ମ ପାଇଁ

ସାଥି ହୋଇ ରହି ଥିବା ସୁଖ ଦୁଃଖ

ବାଣ୍ଟିବା ପାଇଁ

ବିପତ୍ତି ନ ଆସୁ କେବେ ଜୀବନେ କାହାର

ହସ ଖୁସିରେ ଚାଲୁ ଦାମ୍ପତ୍ୟ ଜୀବନ

ସଭିଙ୍କର ।



Rate this content
Log in