STORYMIRROR

PUSPALATA SAHOO

Children Stories

3  

PUSPALATA SAHOO

Children Stories

ଭୟଙ୍କର ଦୃଶ୍ୟ

ଭୟଙ୍କର ଦୃଶ୍ୟ

1 min
241

ଶୋଇ ଥିଲା ମୁନି ନିଘୋଡ଼ ନିଦରେ 

ଦେଖିଲା ଗୋଟିଏ ସପନ 

ମାଡି ଆସୁଛି ତା ଆଡକୁ ସହସା 

ଅଜଣା ଗୋଟିଏ ଜନ !!


ଦେହେ ଢାଙ୍କି ଅଛି ପୋଷାକ ତାହାର 

ମୁଣ୍ଡରେ ଗୋଟିଏ ଟୋପି 

ଅଦୃଶ୍ୟ ଆଲୋକ ଆସୁଛି ତା ଆଡୁ 

ପାରେ ନାହିଁ ମୁଁ ଯେ ମାପି !!


କବାଟ ଫାଙ୍କରୁ ଦେଖି ତାର ରୂପ 

ମନେ ଭରିଗଲା ଭୟ 

କେମିତି ଡାକିବି କାହାକୁ ଏ ବେଳେ 

କରିବି କିପରି ଜୟ !!


ମନରେ ସାହସ ଭରିଲି ମୁହିଁ ଯେ 

ଗଲି ତା ପାଶକୁ ଧୀରେ 

ହାତ ଧରି ମୋର କହିଲା ମୁନିରେ 

ହେବୁ ତୁ ସୁନା ପିଲାରେ !!


ଖେଳିଲା ମୋ ସାଥେ କନ୍ଦୁକ ଖେଳ

ଖୁସି ହେଲା ମୋର ମନ 



Rate this content
Log in