STORYMIRROR

Akankshyamayee Dash

Others

3  

Akankshyamayee Dash

Others

ଭଲ ଶିଖ

ଭଲ ଶିଖ

1 min
148

ଫୁଲ ଠୁ ଶିଖ କୋମଳତାକୁ 

ଗଚ୍ଛ ଠୁ ଶୀତଳ ତା,

ଜଳ ଠୁ ଦାନ ଗୁଣ ଟି ଶିଖି

ହୁଅ ଜଗତ ଜିତା ।

ବହି ଠୁ ଶିଖ ପାଠ ପଢିବା

କଲମଠୁ ଲେଖିବା

ମାଟି ଠୁ ସହିଷ୍ଣୁତ। ଶିଖିଲେ

ଭଲ ମଣିଷ ହେବ।

ମହୁ ମାଛି ଠୁ ଏକତା ଶିଖ

ପିମ୍ପୁଡ଼ି ଠୁ ସଞ୍ଚୟ

ଦେଶ ସେବା ଟି କରିବା ପାଇଁ

ମନ ରେ ରଖି ଲୟ

ଭଲ କୁ ଧରି ଜଗତ ସାରା

ହେଲ କୁ ଜିଣି ଦେବା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍