STORYMIRROR

Dr Santosh Kumar Panda

Others

2  

Dr Santosh Kumar Panda

Others

ଭିନ୍ନ ଏକ ସକାଳ

ଭିନ୍ନ ଏକ ସକାଳ

1 min
26


ସକାଳ ଆସେ ଆମ ପଡାରେ

କାଗଜବାଲାର ଖବର କାଗଜରେ ।


ସ୍ଵଚ୍ଛତା ସେବକର ଟ୍ରଲି ଘଣ୍ଟିରେ

ଚା ବାଲାର ଉଷୁମ କେଟଲୀରେ ।


ପରିବାବାଲାର ପରିବା ଡାଲାରେ

ମୁଢିବାଲାର ମୁଢ଼ି ନେବ ଡାକରାରେ ।


ଦୁଧବାଲାର ଦୁଧ କେନରେ

କାମବାଲୀର କଲିଙ୍ଗ ବେଲ ମରାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍