Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sujata Routray

Others

3  

Sujata Routray

Others

ଭିଜା ଭିଜା ସ୍ମୃତି

ଭିଜା ଭିଜା ସ୍ମୃତି

1 min
332


ମନେପଡେ ପିଲାଦିନ, ଭିଜା ଭିଜା ସ୍ମୃତି

ବର୍ଷାରେ ତିନ୍ତିବାର ମଜ୍ଜା ଆଉ ଅନୁଭୁତି,

ତୃଷାର୍ତ୍ତ ଧରଣୀ ଚାହିଁଚି ଚାତକ ପରି

ଦୀର୍ଘ ଦିନର ପ୍ରତୀକ୍ଷା ଆସୁଛି ସରି ସରି ।

ଭରିଯିବ ଚତୁର୍ଦିଗ ଶୀତଳ ଜଳରେ

ଆହ୍ଲାଦିତ ହେବେ ସର୍ବେ ଆନନ୍ଦରେ

ଅନ୍ତ ହୋଇବ ପ୍ରଚଣ୍ଡ ରୌଦ୍ରର ତୀବ୍ରତା

ହେ ମେଘ! ତୁମେ ଆଣିଦେବ ଶାନ୍ତିର ବାର୍ତ୍ତା ।



Rate this content
Log in