STORYMIRROR

Reeta aparajeeta Mohanty

Others

3  

Reeta aparajeeta Mohanty

Others

ବହି ଗୋଟିଏ ଭଲ ବନ୍ଧୁ -ରୀତା

ବହି ଗୋଟିଏ ଭଲ ବନ୍ଧୁ -ରୀତା

1 min
154

ଛୋଟରୁ ବଡ଼ ଯାଏଁ

ସେ କେବେ ଆମ ହାତ ଛାଡିନି

ବହି ପରି ଭଲ ବନ୍ଧୁ କିଏ ଅଛି ?

ପାଠ ବହି ଛାଡିଲେ ଜହ୍ନମାମୁଁ

ପଢିବାକୁ ମତେ ଭାରି ଲାଗୁଥିଲା

ବିକ୍ରମ ବେତାଳର ପ୍ରତିଟି କାହାଣୀ

ରହସ୍ୟ ରୋମାଞ୍ଚ ରେ ଭରା ଥିଲା

ଏ ଦୁନିଆ ଭିଡରେ ବହୁତ ଖୋଜିଲି

ବହି ପରି ଭଲ ବନ୍ଧୁ ଟିଏ କେଉଁଠି

ନ ପାଇଲି।

ତେଣୁ ବହି ସାଙ୍ଗରେ ବସିଛି ମିତ

ଛାଡିବିନି କେବେ ହାତ ଖରା ହେଉ କି ଶୀତ



Rate this content
Log in