STORYMIRROR

Reeta aparajeeta Mohanty

Others

3  

Reeta aparajeeta Mohanty

Others

ଭାରତ ଜିତିବ -ରୀତା ଅପରlଜିତା

ଭାରତ ଜିତିବ -ରୀତା ଅପରlଜିତା

1 min
11.6K

କରୋନା ହାରିବ

ଭାରତ ଜିତିବ।

ଫୁଲରେ ଫୁଲରେ

ସ୍ୱର୍ଣ୍ଣ ଅକ୍ଷର ରେ

ଦେଶବାସୀଙ୍କ ବିଜୟ ର ଗାଥା

ସାରା ବିଶ୍ୱ ଗାଇବ।

ଭାରତୀୟମାନେ

ଲଢ଼ିବା ଜାଣନ୍ତି

ସେ ଦେଶର ଶତ୍ରୁ ହୁଅନ୍ତୁ କି

କରୋନା ଭାଇରସ।

ଆମେ ସରକାର ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ

ଦେଖାଇଥିବା ରାସ୍ତା ରେ ଆଗେଇଶ।

ବାରମ୍ବାର ନିଜ ହାତ ଧୋଇବା

ଘର ବାହାରକୁ ନ ଯିବା

ସାମାଜିକ ଦୂରତ୍ୱ ସବୁବେଳେ ରଖିବା

ଆରୋଗ୍ୟ ସେତୁ ଆପ ବ୍ୟବହାର କରିବା

କrରୋନା ତଥ୍ୟ ବିଷୟରେ ଗୁଜବ କୁ ବିଶ୍ୱାସ କରିବନି।

ପୁଣି ଭାରତୀୟ ମାନେ ମେଳା ମହୋତ୍ସବ ରେ

ହସ ଖୁସିରେ ଝୁମିବେ।

କରୋନା ହାରିବ

ଭାରତ ଜିତିବ।



Rate this content
Log in