STORYMIRROR

Reeta aparajeeta Mohanty

Others

4  

Reeta aparajeeta Mohanty

Others

ଭାରତ ଆମ ଜନ୍ମଭୂମି -ରୀତା ଅପରାଜିତ

ଭାରତ ଆମ ଜନ୍ମଭୂମି -ରୀତା ଅପରାଜିତ

1 min
182

ଭାରତ ଆମ ଜନ୍ମଭୂମି

ଆମେ ତାର ସନ୍ତାନ

ଏହା ଆମ ପାଇଁ ପୁଣ୍ୟ ତୀର୍ଥସ୍ଥାନ ।

ଏହି ଭୂମିରେ ଜନମିଛନ୍ତି

ଅନେକ ବୀର

ମମତା ତାର ଅନନ୍ତ ଅପାର

ପର କରିପାରେ ଆପଣାର ।

ଓଡ଼ିଶା ହେଉ ବା ଦିଲ୍ଲୀ

ପଞ୍ଜାବ ହେଉ ବା କାଶ୍ମୀର

ଆମେ ସଭିଏଁ ଭାଇ ଭଉଣୀ

ମିଳିମିଶି ଦେଶର ନାଁ କୁ ଆଗକୁ ନେବା ।

ଯେବେ ଦେଶ ପାଇଁ କିଛି ବିପତ୍ତି ଆସେ

ସେତେବେଳେ ଲଢ଼ୁଥିବା

ସେନାର କିଛି ଜାତି ନଥାଏ

ସେମାନେ କେବଳ ଭାରତ ମାଟିର ସନ୍ତାନ ହେଇଥାନ୍ତି

ସୁବର୍ଣ୍ଣମୟୀ ମୋ ଭାରତମା

ସଦା ହସୁ ତୃପ୍ତିଭରା ହସ

ଏତିକି ଏଇ ଛୋଟ କବିର ଅଳୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍