ଭାଈ
ଭାଈ
1 min
159
ଆଜି ଅଟେ ବିଶ୍ଵ ଭାତ୍ରୁ ଦିବସ
ଭୁଲି ଅଭିମାନ ରାଗ ବିଦ୍ୱେଷ
ସଭି କୁ ଦେବା ଏହି ସନ୍ଦେଶ
ଆମେ ସଭିଏଁ ପରା ମଣିଷ ,
ଜାତି ଧର୍ମ,ବର୍ଣ୍ଣ,ବିଭେଦ ଲେଶ,
ନାହିଁ ଆମ ମନ ହୃଦୟ ପାସ,
ପିତା ସଭିଙ୍କର ଜଗତ ଇଶ
ଭାବେ ବନ୍ଧା ହୋଇଥିବା ଅବଶ୍ୟ
ସଭିଙ୍କ ତ ରକତ ନାଲି ସଦୃଶ
ନାହିଁ କିଛି ଭିନ୍ନ ଏକ।
ସେ ରସ ଚିନ୍ତି ଆନ ଓଠେ
ଖେଳାଇ ହସ ବିତିରିବା
ପ୍ରେମ ପ୍ରୀତି ପିୟୁସେ ।।