STORYMIRROR

Chittaranjan Lenka

Others

2  

Chittaranjan Lenka

Others

ଭାବ

ଭାବ

1 min
12.9K


ମୁଁ ଦେଖୁଛି ବନ୍ଧୁ    ତୁମକୁ ମୋ ଠାରେ

ତୁମେ କି ଭାବ ସେପରି

ମୋ କଥାରେ ଯଦି    ସନ୍ଦେହ ଲାଗୁଛି

ବୁଝ ନିଜକୁ ପଚାରି

 

ଲୋକ ଦେଖାଣିଆ     ଯଦି ଭାବୁଥାଅ

ନିଜର ଫାଇଦା ପାଇଁ

ଅଳପ କ୍ଷଣରେ     ତାହା ଲିଭିଯିବ

ତୁମର ବି ଲାଭ ନାହିଁ

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in